କଏନ ଆରି ଏବଲ୍
1 ଆଦମ୍ ନିଜର୍ ମାଇଁଜି ଅବାକେ ସୁଆବସା କଲାକେ, ସେ ଗାଗ୍ଡେ ଅଇ କଇନ୍ ନାଅଁର୍ ଗଟେକ୍ ପିଲା ଜନମ୍ ଅଇଲା, ତାର୍ ଅରତ୍ ଅଇଲାନି ଲାବ୍, ପର୍ମେସରର୍ ସାଇଜରେ ମକେ ଗଟେକ୍ ପିଲା ଜନମ୍ ଅଇଲା ।
ସେତ୍ ଆରି ଇନସ୍
25 ତାର୍ପଚେ ଆଦମ୍ ଆରି ଗଟେକ୍ ତର୍ ନିଜର୍ ମାଇଜି ସଙ୍ଗେ ସୁଆବସା କଲାକେ, ସେ ଗଟେକ୍ ପିଲା ଜନମ୍ କରି ତାର୍ ନାଉଁ ସେତ୍ ବଲି କରି ଦେଲାଇ, ସେଟାର୍ ପାଇଁ ସେ କଇଲା, ପର୍ମେସର୍ ଏବଲର୍ ବାଦୁଲେ ଆରି ଗଟେକ୍ ପିଲା ମକେ ଦେଲାଆଚେ, କାଇକେ ବଇଲେ କଇନ୍ ତାକେ ମର୍ତେ ମାରି ରଇଲା ।