6 ତାର୍ପଚେ ଜସେପ୍ ସାକାଲେ ସେମନର୍ ଲଗେ ଆଇଲା ବେଲେ ସେମନର୍ ମୁଁ ସୁକିଜାଇ ରଇଲାଟା ଦେକ୍ଲା । 7 ତେବର୍ ପାଇ ପାରର୍ ଜନ୍ ଗତିଦାଙ୍ଗ୍ଡା ଦାଙ୍ଗ୍ଡି ତାକର୍ ସଙ୍ଗେ ତାକର୍ ପର୍ବୁ ଜଇଲେ ବନ୍ଦି ଅଇ ରଇଲାଇ, ସେମନ୍କେ ସେ ପାଚାର୍ଲା, ଆଜି ତମେ କାଇକେ ମୁଁକେ ସୁକାଇ ଦେଇ ଆଚାସ୍ ?