3 ଏ ରୁବେନ୍, ତୁଇ ମର୍ ପଣୁଆ ପିଲା, ମର୍ ବପୁ ଆରି ମର୍, ବପୁର୍ ପର୍ତୁମର୍ ପଲ୍, ଆରି ମଇଁମାରେ ମୁକିଅ ଆରି ଡାକ୍ପୁଟା ତେଇ ମିସା ମୁକିଅ । 4 ତମେ ଉକ୍ଲି କରି ଉଚ୍ଲିଜିବା ପାନି ପାରା, ତମେ କାଇଟାକେ ଦାଇତ୍ ନ ରଇଲା ଲକ୍ପାରା , କାଇକେବଇଲେ ତମେ ତମର୍ ବାବାର୍ ଅଚ୍ନାଲଗେ ଗାଲାସ୍, ତେବେର୍ପାଇ ସେଟା ଅସୁକଲ୍ କଲାସ୍;