15 ତାର୍ପଚେ ପର୍ମେସର୍ ନଅକେ କଇଲା, 16 ତୁଇ ତର୍ ମାଇଜିକେ ଆରି ପିଲା ଆରି ବୁଆରି ମନ୍କେ ସଙ୍ଗେନେଇ କରି ଜାଜ୍ଲଗେ ଅନି ବାରଇ ଜାଆ। 17 ଆରି ନିଜର୍ ସଙ୍ଗେ ରଇବା ସବୁ ଜିବ୍ଜନ୍ତୁକେ ବାଇରେ ନେ, ସେମନ୍ ପୁର୍ତିବିକେ ପୁରାପୁରୁନ୍ କରତ୍, ଆରି ପୁର୍ତିବିତେଇ ପିଲାଟକି ମନ୍ ଆରି ବେସି ଲକ୍ ଉଆ ।
Publicidade