12 ଆରି ତରେକ୍ ପର୍ମେସର୍ କଇଲା, ମୁଇ ତମର୍ ସଙ୍ଗେ ଆରି ତମର୍ ସଙ୍ଗେ ରଇବା ସବୁ ଜନ୍ତ୍ ଜିଆତ୍ ସଙ୍ଗେ ପିଡିକେ ପିଡି ଦାରି କେବେ ନ ସାର୍ବା ଜାକ ଜନ୍ ନିଅମ୍ ତିର୍ କଲୁଆଚୁ,ତାର୍ ଚିନ୍ ଏଟା , 13 ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି,
Publicidade