5 ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି। 6 ତାକେ ଚାଡାନାୟିଁ, ତାକେ ଲାଡ୍କଃରା, ତଃବେ ସେ ତୁମିକେ ରଃକ୍ୟା କଃରେଦ୍। 7 ଗ୍ୟାନ୍ ସଃବୁତଃୟିହୁଣି ବଃଡ୍ ବିସୟ୍, ତଃବେ ଗ୍ୟାନ୍ ଲାବ୍କଃରା, ଆରେକ୍ ତୁମାର୍ ସଃବୁ ଲାବ୍ ବିତ୍ରେ ବଃଲ୍ ବିଚାର୍ ଲାବ୍ କଃରା। 8 ଗିଆନ୍କେ ମୁଣ୍ଡେ ଦଃରା, ତଃବେ ସେ ତୁମିକେ ଉନତି କଃରେଦ୍, ତାକେ ତୁମି ମାୟିନ୍ କଃଲେକ୍ ସେ ତୁମିକେ ମାଜନ୍ କଃରେଦ୍।
Publicidade
Publicidade