28 ପର୍ମେସର ଆକାସର୍ କାକର୍ତେଇ ଅନି
ଆରି ପୁର୍ତିବିର୍ ପସ୍ପସିଆ ମାଟି ତେଇ ଅନି ପାଚ୍ଲା ପଲ୍
ଆରି ବେସି ପାଚି ଆରି ଅଙ୍ଗୁର୍ ରସ୍ ତମ୍କେ ଦେଅ,
29 ସବୁଲକ୍ମନ୍ ତର୍ ସେବା କରତ୍,
ଆରି ସବୁ କୁଲ୍ ତମ୍କେ ଜୁଆର୍ କରତ୍,
ତୁଇ ନିଜର୍ ଜାତିକୁଟୁମର୍ ମାଲିକ୍ ଅ, ଆରି ତମର୍ ଆୟାର୍ ପିଲାମନ୍ ତମ୍କେ ଜୁଆର୍ କରତ୍,
ଜେ ତମ୍କେ ଅବିସାପ୍ ଦେଇସି, ସେ ଅବିସାପ୍ ପାଇସି,
ଆରି ଜେ ତମ୍କେ ଆସିର୍ବାଦ୍ କର୍ସି, ସେ ଆସିର୍ବାଦ୍ ପାଇସି ।