20 ଆରି ଜାକୁବ୍ ପର୍ମାନ୍ କରି କଇଲା, ଜନ୍ଦିନେ ପର୍ମେସର୍ ମର୍ ସାଇଜ ଅଇସି ଆରି ମର୍ ଏ ଜିବା ବାଟେ ମକେ ରକିଆ କର୍ସି, ଆରି କାଇବାକେ କାଦି ଆରି ପିନ୍ଦ୍ବାକେ ବସ୍ତର୍ ଦେଇସି, 22 ଆରି ମୁଇଁ ଏ ଜନ୍ ପାକ୍ନା ଗାଡିଆଚି, ସେଟା ପର୍ମେସରର୍ ଗର୍ ଅଇସି, ଆରି ତୁଇ ମକେ କାଇଟା ଦେଇସୁ, ତେଇର୍ ଦସ୍ ବାଗେ ଅନି ଗଟେବାଗ୍ ମୁଇଁ ତକେ ଜେନ୍ତି ମିସା ଦେବି ।