15 ସେଡ୍କିବେଲେ ତମର୍ ସଙ୍ଗେ ଆରି ମାଉସ୍ ରଇବା ସବୁ ଜାକ ଜନ୍ତ୍ଜିଆତ୍ ସଙ୍ଗେ ଆମର୍ ଜନ୍ ରାଜିନାମା ଆଚେ, ସେଟା ଆମର୍ ମନେ ରଅ, ସେଟାର୍ ପାଇ ସବୁ ଜନ୍ତ୍ ଜିଆତ୍କେ ମରାଇ ଦେବାକେ ଆରି ବଡ୍ ବର୍ସା ଆରି ନ ଅଏ । 16 ଆରି ଜେଡେବଲ୍ ମେଗେଅନି ଇନ୍ଦର୍ଦୁନୁ ଟେକ୍ଲେ, ଆମେ ତାକେ ଦେକି ଅଇସି, ତାର୍ପଚେ ପୁର୍ତିବିର୍ ମାଉଁସ୍ ରଇବା ସବୁ ଜନ୍ତ୍ଜିଆତ୍ ସଙ୍ଗେ ପର୍ମେସରର୍ ଜନ୍ ନ ସାର୍ବା ରାଜିନାମା ଆଚେ, ସେଟାକେ ଆମେ ଏତାଉଁ ।
Publicidade