38 ତାର୍ପଚେ ପାର ନିଜର୍ ଦାସ୍ ମନ୍କେ କଇଲା, ଆମେ କାଇ ଆର୍ ପାରା ନର୍ଲକ୍ ମିଲାଇ ପାଇପାରୁ କି ? ଆର୍ ଲଗେ ପର୍ମେସରର୍ ଆତ୍ମା ଆଚେ । 39 ତେବେ ପାର ଜସେପ୍କେ କଇଲା, ପର୍ମେସର ତକେ ଏ ସବୁ ଜାନାଇଆଚେ, ତେବେ ତର୍ ପାରା ବୁଦିଗିଆନ୍ ରଇଲା ଲକ୍ କେ ନାଇ,