ଗିଆନାର୍ ପୁରିସ୍କାର୍
1 ଏ ମର୍ ହମଃନ୍, ତୁମି ଜଦି ମର୍ କଃତା ମାନାସ୍ ଆର୍ ଆଦେସ୍ ସଃବୁ ମଃନେରଃକାସ୍; 2 ଜଦି ଗିଆନାର୍ ବାଟ୍କେ ତୁମାର୍ କାନ୍ ଡେରାସ୍ ଆର୍ ବୁଦିର୍ ସଃଙ୍ଗ୍ ମଃନ୍ଦିଆନ୍ କଃରାସ୍; 3 ହେଁ, ତଃବେ ତୁମି ବଃଲ୍ ବିଚାର୍ ହାୟ୍ଁ କୁଦା ଆର୍ ବୁଦିର୍ ହାୟ୍ଁ ଗଃଉଆରି କଃର୍; 4 ତଃବେ ରୁହା ହର୍ ତାକେ କଜା, ଲୁକ୍ଣେ ତହ୍ଲା ଦଃନ୍ ହର୍ କଜି ଆଣା; 5 ତଃବେ ତୁମି ଇସ୍ୱର୍ ବିସୟେ ଡିର୍ତାର୍ ବୁଜୁକେ ମାପୁର୍ ବିସୟେ ବଃଲ୍ ଗିଆନ୍ ହାଉଆସ୍। 6 କାୟିତାକ୍ବଃଲେକ୍ ଇସ୍ୱର୍ ବୁଦି ଦଃୟିଦ୍, ତାର୍ ଟଣ୍ଡ୍ବାଟ୍ ଗିଆନ୍ ଆର୍ ବୁଦି ବାରାଇଦ୍।