26 ତମେ ଜଦି ସବୁବେଲର୍ ମାପ୍ରୁ ପର୍ମେସରର୍ ବାକିଅକେ ମନ୍ଦେଲେ, ଆରି ତାର୍ ବାକିଅକେ ଜାଇଟା ବଲ୍ ସେଟା କଲେ, ଆରି ତାର୍ କାତା ସୁନ୍ଲାଇ ଆରି ତାର୍ ବିଦି ପାଲନ୍ କଲେ, ତେବେ ମିସରିଅ ଲକ୍ମନ୍କେ ଜନ୍ରକାମର୍ ରଗ୍ କରାଇଲୁ, ସେନ୍ତାରି ରଗ୍ ତମ୍କେ ନ ଆସେ, କାଇକେବଇଲେ ମୁଇ ସବୁବେଲର୍ ମାପ୍ରୁ ରଗ୍ ବଲ୍ କର୍ବା ଲକ୍ ।
Publicidade