4 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଦେକା, ଆମେ ତମର୍ ପାଇ ବାଦ୍ଲେ ଅନି କାଇବାଟା ଦେବୁ, ମାତର୍ ଲକ୍ମନ୍ ଜାଇ ଦିନ୍କର୍ ପାଇ ଦିନ୍କେ ଆନି କାଇବାଇ, ଆରି ମର୍ ଆଦେସ୍ ଇସାବ୍ରେ ରଇବାଇ କି ନାଇ, ସେନ୍କେ ଏ ପରିକିଆ କରୁ । 5 ଚଅ ଦିନେ ଜନ୍ଟା ବେଟି ଆନି ରଇବାଇ ସେଟା ରାନ୍ଦ୍ଲେ ସେଟା ସବୁଦିନର୍ ତେଇ ଅନ୍ ସେଟା ଦୁଇ ଗୁନ୍ ଅଇସି ।
Publicidade
ଜାତ୍ରା ବଇ 16
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.