12 ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା । 13 ତମେ କାକେ ମରାଆ ନାଇ । 14 ତମେ ବେସିଆ କାମ୍ କରା ନାଇ, 15 ତମେ ଚରି କାମ୍ କରାନାଇ । 16 ତମେ ତମର୍ ଗର୍ପାଲିର୍ ଲକ୍ର ବିରୁଦେ ମିଚ୍ ସାକି ଦିଆସ୍ ନାଇ । 17 ତମେ ତମର୍ ସାଇପଡିସାର୍ ଗର୍କେ ଲବ୍ କରା ନାଇ, ତମେ ନିଜର୍ ସାଇପଡିସାର୍ ମାଇଜିକେ କି ଦାସ୍, କି ଦାସିକେ, କି ତାର୍ ଗରୁ, କି ଗଦ, କି ତମର୍ ସାଇପଡିସାର୍ କାଇ ବସ୍ତୁ କେ ଲବ୍ ଉଆ ନାଇ।
ଲକ୍ମନର୍ ଡର୍
(୨ୟ ବିବରଣି ୫:୨୨-୩୩)