5 ତମେ ସେମନ୍କେ ଜୁଆର୍ କରା ନାଇ, କି ସେମନ୍କେ ପୁଜା କରା ନାଇ; କାଇକେବଇଲେ ଆମେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ନିଜର୍ ମଇଁମାର୍ ଜଗିଅ ପର୍ମେସର୍, ଜନ୍ ଲକ୍ ଆମ୍କେ ଗିନ୍ କର୍ବାଇ ,ମୁଇ ତାକର୍ ତିନ୍ କି ଚାର୍ ବଁସ୍ ଜାକ ତାକର୍ ବଁସର୍ ପିଲା ଉପ୍ରେ ତାକ୍ର ବଁସ୍ ଅପରାଦର୍ ଡଣ୍ଡ୍ ପାଇବାଇ ।