8 ବିସ୍ରାମ୍ ଦିନ୍କେ ସୁକଲ୍ ଦିନ୍ ବଲି ମାନ୍ବାକେ ଏତାଆ । 9 ଚଅ ଦିନ୍ ନିଜର୍ ନିଜର୍ ସବୁ କାମ୍ ଦାମ୍ କର୍ସା । 10 ମାତର୍ ସାତ୍ଦିନେ ସବୁବେଲର୍ ମାପ୍ରୁ ପର୍ମେସରର୍ ବିସ୍ରାମ୍ ଦିନ୍ ଅଇସି, ଆରି ସେ ଦିନେ ତମର୍ ପିଲାଟକି କି, ତମର୍ ଗତିଦାଙ୍ଗ୍ଡି କି ଦାଙ୍ଗ୍ଡା ଆରି ତମର୍ ଗରୁବାଚି, ଗଦ କି ବିନ୍ଦେସର୍ ଲକ୍ମିସା ତମର୍ ଗରେ କାଇ କାମ୍ ନ କରାସ୍ ।