ସିନୟ ଡଙ୍ଗ୍ରେ ମସା
12 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଡଙ୍ଗର୍ ଉପ୍ରେ ଆସି ମର୍ଲଗେ ଟିଆ ଅଇ ରଅ; ଆମେ ଲକ୍ମନର୍ ପାଇ ଜନ୍ ସିକିଆ ଦେବାକେ ଲେକି ଆଚୁ, ସେଟା ନିଅମ୍ ଆରି ଆଦେସ୍ ଲେକ୍ଲା ଦୁଇଟା ପାକ୍ନା ପାଟା ଦେବି ।