10 ଆରି ,ସେମନ୍ ଆତେକ୍ ଅଦ୍ ଲମା ଆରି ଆତେକ୍ ଅଦ୍ ଅସାର୍ ଆରି ଆତେକ୍ ଅଦ୍ ଉଚା ଆକାସିଆ ପାଟା ସଙ୍ଗେ ଗଟେକ୍ ସିନ୍ଦୁକ୍ ପେଟିଆ ତିଆର୍ କର୍ବାଇ ।
16 ଆରି ଆମେ ଜନ୍ ଲେକ୍ଲା ସାକି ପଟା ଦେବୁ ସେଟା ସେ ସାକି ପେଡି ବିତ୍ରେ ସଙ୍ଗ୍ଇସା ।
17 ତାର୍ପଚେ ତମେ ତେଇ ଡାବ୍ବାକେ ସୁକଲ୍ ସୁନାର୍ ପାପ୍ ଡାବ୍ନା ତିଆର୍ କର୍ସା; ଦୁଇ ଆତ୍ ଲମ ଆରି ଗଟେ ଆତ୍ ଅସାର୍ । 18 ସୁନାର୍ ଦୁଇଟା ଦୁତ୍ ତିଆର୍ କରା, ସେଟାକେ ମୁଟ୍ଲା ଲଗେ ମାରି ମାରି ବନାଇ, ପାପ୍ ଡାବ୍ନାର୍ ଦୁଇ ମୁଣ୍ଡେ ଲାଗାଇସା 21 ତମେ ଜନ୍ କିରୁବ୍ ଲାଗ୍ଲା ଡାବ୍ନା ଉଗାଡି ସାକି ପେଡି ଉପ୍ରେ ସଙ୍ଗଇସା ତେଇ ମୁଇ ଲେକ୍ଲା ପୁସ୍ତକ୍ ଦେବି ବିତ୍ରେ ସଙ୍ଗଇସା ।