ସୁନାର୍ ଦିପ୍ରୁକା
31 ଆରି ତମେ ନିର୍ମଲ୍ ସୁନା ସଙ୍ଗେ ଗଟେକ୍ ଦିପ୍ରକା ତିଆର୍ କର୍ସା, ଆରି ଆତ୍ ସଙ୍ଗ ମୁଟ୍ଲା ମାରି କରି ସେଟା ଗଣ୍ଡି, ସାକା, ତିଆର୍ କର୍, ଆରି ସେଟା ବାଙ୍କା ରଇସି ପୁଲ୍ ପାରା ତିଆର୍ କର୍ସା । 37 ଆରି ତେଇରି ପାଇ ସାତ୍ଟା ସରା ତିଆର୍ କର୍ସା, ତାର୍ପଚେ ଲକ୍ମନ୍ ସେ ସରାର୍ ସଲିତାଇ ଜଇ ଡସାଇସି, ସେଟା ଲାଗି ଉଜଲ୍ ଅଇସି ଆରି ସେଟା ଆଗେ ଉଜଲ୍ ଅଇସି । 39 ଏ ଦିପ୍ରକା ଆରି ସର୍ତେ ଜିନିସ୍ ତିରିସ୍ ପାଞ୍ଚ୍ କେଜି ନିକ ସୁନା ସଙ୍ଗେ ତିଆର୍ କରା ।