ତୁମ୍ କୁଡିଆ
1 ତମେ ଦସ୍ଟା ପାର୍ଦା ଗର୍ ତିଆର୍ କର୍ସା; ସେ ପାର୍ଦା ମନର୍ ରଙ୍ଗ୍ ଦବ୍ଲା, ବାଇଗନ୍ ରଙ୍ଗ୍, ନିଲିଆରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗ୍ ତେଇର୍ ପାକ୍ନା ଦୁତ୍ମନର୍ ରୁପ୍ ପାରା ରଇସି ।
7 ସେ ତୁମ୍ ମନ୍କେ ଡାବ୍ବାକେ ଏଗାର୍ଟା ମେଣ୍ଡା ଚାଲର୍ ପର୍ଦା କର୍ସା ।
14 ତାର୍ପାଚେ ବନି ରଙ୍ଗର୍ ମେଣ୍ଡାର୍ ଚାମ୍ ତୁମ୍ର ଚାଉନି କର୍ସା, ଆରି ସିସୁ ଚାମର୍ ଚାଉନି କର୍ସା, ଆରି ମେଣ୍ଡା ପିଲାର୍ ଚାମ୍ ସଙ୍ଗେ ଗଟେ ଚାଉନି କରା।
15 ତାର୍ପାଚେ ତୁମେ ତୁମ୍ ପାଇ ଆକାସିଆ ପାଟା ସଙ୍ଗେ କାପାଟ୍ ତିଆର୍ କର୍ସା ।
31 ଆରି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ଆରି ସୁକଲ୍ ଦବ୍ଲା ପଚିଆ ଆନ୍ସା, ଆରି ଦୁଇବାଗ୍ ଅଇଲା ବସ୍ତର୍ ତିଆର୍ କର୍ସା, ସେଟା ନିମାନ୍ କାମ୍ କର୍ବା ଦୁତ୍ ମନର୍ ରୁପ୍ ପାରା ପାକ୍ନାତେଇ ତିଆର୍ କର୍ସା । 33 ଲେଦବ୍ ଆକୁଡା ଦବ୍ଲା ପଚିଆ ଅଚାଇ ସେ ଦବ୍ଲା ପଚିଆ ତେଇ ସାକିପୁସ୍ତକ୍ ପେଡି ସଙ୍ଗଇସା; ସେ ଦବ୍ଲା ପଚିଆ ସୁକଲ୍ ଜାଗା ଆରି ବଡ୍ ସୁକଲ୍ ଜାଗାକେ ଦୁଇ ବାଟା କର୍ସି ।