9 ତାର୍ପଚେ ତମେ ତୁମ୍ର ଦୁଆର୍ କର୍ସଆ; ବାକ୍ରାର୍ ଦକିନ୍ ଦିଗେ ବାନ୍ଦ୍ବାକେ ଦବଲା ରଙ୍ଗ୍ର ପଚିଆ ପାର୍ଦା କର୍ସା; ସେଟା ଗଟେ ବାଟର୍ ସଏ ଆତ୍ ରଇସି । 10 ଆରି ପିତଲର୍ କଡେଟା ମୁଣ୍ଡା ଆରି କଡେଟା କୁଟି କର୍ସା, ଆରି ରୁପାର୍ ସିକ୍ଲି ଆରି ଆକୁଡା କର୍ସା । 11 ସେ ରକାମ୍ ଉତର୍ ଦିଗେ ସଏ ଆତର୍ ଡେଙ୍ଗ୍ ପର୍ଦା ଅଇସି, ଆରି ପିତଲର୍ କଡେଟା ମୁଣ୍ଡା ଆରି କଡେଟା କୁଟି ବନାଇସା, ଆରି ରୁପାର୍ ସିକ୍ଲି ଆରି ଆକୁଡା କର୍ସା, । 12 ପଚିମ୍ ଦିଗର୍ ପାଚୁରିର୍ ପାଇ ପଚାସ୍ ଆତର୍ ପର୍ଦା ଆରି ଦସ୍ଟା ମୁଣ୍ଡା ଆରି ଦସ୍ଟା କୁଟି ରଅ । 13 ଆରି ପୁରୁବ୍ ଦିଗର୍ ପାଚୁରିର୍ ଅସାର୍ ପଚାସ୍ ଆତ୍ ରଇସି । 14 ଗଟେକ୍ ବାଟେ ପନ୍ଦର ଆତର୍ ପର୍ଦା ଆରି ତିନ୍ଟା ମୁଣ୍ଡା ତିନ୍ଟା କୁଟି ଅଇସି । 15 ଆରି ବିନ୍ତାଡେ ପନ୍ଦର ଆତର୍ ପର୍ଦା ତିନ୍ଟା କୁଟି ତିନ୍ଟା ମୁଣ୍ଡା । 16 ପାଚୁରିର୍ ପର୍ଦା ପାଇ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ପାକ୍ନା ଡାବି ଅଇବା କଡେ ଆତର୍ ଦବ୍ଲା ପଚିଆ ଆରି ଚାର୍ଟା ମୁଣ୍ଡା ଚାର୍ଟା କୁଟି କର୍ସା । 17 ପାଚୁରିର୍ ଚାରିବେଟ୍ତି ମୁଣ୍ଡା ସବୁ କରି ରୁପାର୍ ସିକ୍ଲି ସଙ୍ଗ୍ ବାନ୍ଦା ଅଇସି ଆରି ରୁପାର୍ ଆକୁଡା ପିତଲର୍ କୁଟି ଅଇସି । 18 ପାଚୁରି ସଏ ଆତ୍ ଲମ୍ ଆରି ପଚାସ୍ ଆତ୍ ଅସାର୍ ପାଞ୍ଚ୍ ଆତ୍ ଉଚା ଆରି ଦବ୍ଲା ସୁତା ପଚିଆ ଆନ୍ସା, ଆରି ପିତଲ୍ କୁଟି ଅଇସି ।
Publicidade