ବାସ୍ନା ଦୁପ୍ ବେଦି
1 ତମେ ଦୁପ୍ ଲାଗାଇବାକେ ଆକାସିଆ ପାଟା ସଙ୍ଗେ ଗଟେକ୍ ବେଦି ତିଆର୍ କରା 6 ଆରି ଆମେ ଜନ୍ ଜାଗାଇ ତମର୍ ସଙ୍ଗେ ମିସ୍ବାକେ ଅଇସି ସେ ଜାଗାଇ ସାକି ପେଡି ତେଇର୍ ଉପର୍ ବାଗର୍ ଡାବାଇ ଅଇଲା ମୁଆଁଟେ ସାକି ପେଡିର୍ ମୁଆଁଟର୍ ଦବ୍ଲା ବସ୍ତର୍ ଉପ୍ରେ ଉତ୍ରାଇସା । 7 ଆରଣ ତାର୍ ଉପ୍ରେ ବାସ୍ନା ଦେଲା ସବୁଦିନ୍ ସାକାଲିଆ ଜାଇ ସପାସୁତ୍ରା କରି ବାସ୍ନା ଦୁପ୍ ଲାଗାଇସି । 8 ଆରି ସଞ୍ଜ୍ବେଲାଇ ଆରଣ ସରାଇ ବତି ଡସାଇଲାବଲେ ଦୁପ୍ ପଡାଇସି, ସେଟା ତମର୍ ଆନିଦାଦିମନର୍ ସବୁବେଲର୍ ତାର୍ପଚେ ତମର୍ ପିଡିପିଡି ମାପ୍ରୁର୍ ମୁଆଟେ ଦୁପର୍ ଦୁଆ ସୁବ୍ ଅଇସି । 10 ଆରି ଆରଣ ବରସ୍କେ ତରେକ୍ ସିଙ୍ଗର୍ ଉପ୍ରେ ପାପ୍ କେମା ମାଙ୍ଗ୍ସି, ଆରି ତମର୍ ଆନିଦାଦିମନର୍ ଇସାବେ ପାପେଅନି ସୁକଲ୍ ଅଇବାକେ ବରସ୍ କେ ତରେକ୍ ବଲି ଦେଇସି, ସେ ବେଦି ସବୁବେଲର୍ ମାପ୍ରୁର୍ ନାଅଁରେ ସୁକଲ୍ ବେଦି ଅଇସି ।