ବସ୍ଚଲେଲ୍ ଆରି ଅଲିଆବର୍ ଦାଇତ୍
1 ସବୁବେଲର୍ ମାପ୍ରୁ ମସାକେ ଏ କାତା କଇଲା, 2 ଦେକା ଜିଉଦା ବଁସର୍ ଉରର୍ ନାତି ଉରିର୍ ପିଲା ବସ୍ଚଲେଲ୍କେ ନାଅ ଦାରି ଡାକ୍ଲୁଆଚୁ, 3 ଆରି କାରିଗର୍ କାମ୍ ଜନ୍ଟା କି,ସୁନା, ରୁପା ଆରି ପିତଲ୍ଟା ବନାଇସି, ଆରି ଗଚ୍କେ ପୁତ୍ଲା ବନାଇବାଟା ଆରି କଚ୍ନା ମଣି କାଟ୍ବାଟା , 4 ସର୍ତେ ରକାମର୍ ପାକ୍ନା କାମ୍ କର୍ବାକେ 5 ସେ ସର୍ତେ ରକାମର୍ ବୁଦି, ଗିଆନ୍ ଆରି ବେଦି ରଇବା ବେସି ମୁଲିଅର୍ ପାକ୍ନା ଆରି ପର୍ମେସରର୍ ଆତ୍ମା ସଙ୍ଗେ ଆସିର୍ବାଦ୍ କଲିନି । 6 ଆରି ଦେକ୍, ଦାନ୍ ବଁସେ ଜନମ୍ ଅଇଲା ଅଇସାମକରର୍ ପିଲା ଅଅଲିଆକେ ତାର୍ ସଙ୍ଗାରି ଅଇବାକେ ବାଚ୍ଲୁ, ଆରି ସର୍ତେ ବୁଦି ଲକ୍ମନ୍କେ ବୁଦି ଦେଲୁ, ସେଟାର୍ପାଇଁ ତମ୍କେ ଜନ୍ ବସତୁ ତିଆର୍ କର୍ବାକେ ଆଦେସ୍ ଦେଲି, ସେଟା ସେମନ୍ ତିଆର୍ କର୍ବାଇ ।