9 ଜେଡେବଲ୍ ସମାଗମ୍ ତୁମ୍ ବିତ୍ରେ ପୁର୍ଲା ସେଡ୍କିବେଲେ ମେଗ୍ ଲଗେ କାମ୍ ଆସି ଦୁଆର୍ ମୁଆଟେ ଟିଆ ଅଇଲା; ଆରି ସବୁବେଲର୍ ମାପ୍ରୁ ମସା ସଙ୍ଗେ କାତା ଅଇଲା । 10 ସମାଗମ୍ ତୁମ୍ ଦୁଆରେ ଟିଆ ଅଇଲା ମେଗର୍ କମ୍କେ ଦେକି ସର୍ତେ ଲକ୍ ତାକର୍ ଗରେ ଅନି ଜୁଆର୍ କଲାଇ ।
Publicidade
ଜାତ୍ରା ବଇ 33
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.