6 ଆରି ସବୁବେଲର୍ ମାପ୍ରୁ ତାର୍ ମୁଆଟେ ଇଣ୍ଡି ଇଣ୍ଡି ପଚାର୍ କରି କଇଲା, ସବୁବେଲର୍ ମାପ୍ରୁ ପର୍ମେସର୍ ଆଦର୍ କର୍ବା ଲକ୍, କୁର୍ପା କର୍ବା ଲକ୍, ରିସା ନ ଅଇ ଦୟା କର୍ବା ଲକ୍ ଆରି ସତ୍ ଲଗେ ରଇବା ମାପ୍ରୁ । 7 ଅଜାର୍ ଅଜାର୍ ପୁରୁସ୍ ଜାକ ଦୟା କର୍ବା ମାପ୍ରୁ, ଅପ୍ରାଦ୍ ଆରି ଅମାନିଆ ଆରି , ପାପ୍ କେମା କର୍ବା ମାପ୍ରୁ, ଅଇଲେ ମିସା ଡଣ୍ଡ୍ ଦେବା ମାପ୍ରୁ ତିନ୍ ଆରି ଚାର୍ ପୁରୁସ୍ ଜାକ ପିଲାଟକି ନ ଅଇବା ଲକ୍କେ ମୁଇଁ ପିଲାଟକି ଦେବି ।
Publicidade