5 ସବୁ ବେଲର୍ ମାପ୍ରୁ ମସାକେ ଜାଇ ଜାଇଟା ତିଆର୍ କର୍ବାକେ ଆଦେସ୍ ଦେଇ ରଇଲା, ଲକ୍ମନ୍ ସେ କାମର୍ ପାଇ ଜାଇଟା ଦର୍କାର୍ ତାର୍ ତାର୍ତେଇ ଅଦିକ୍ ଜିନିସ୍ ମନ୍ ଆନ୍ଲାଇ ।
6 ତାର୍ପଚେ ମସା ତୁମ୍ ଲଗେ ସର୍ତେ ଲକ୍କେ ଡାକି କଇଲା, ମୁନୁସ୍ପିଲା କି ମାଇଜିଟକି ସୁକଲ୍ ଜାଗାର୍ ପାଇ କେ ମିସା ଦାନ୍ ଦିଆ ନାଇ, ତାର୍ପଚେ କେ ଆନତ୍ ନାଇ । 7 କାଇକେବଇଲେ ସେ କାମ୍ କର୍ବାକେ ଜିନିସ୍ ବେସି ରଇଲା ।
ସମାଗମ୍ ତୁମ୍ ତିଆର୍ କଲାଟା
(ଜାତ୍ରା ୨୬:୧-୩୭)