ସବୁବେଲର୍ ମାପ୍ରୁର୍ ଉଜଲ୍
34 ତାର୍ପଚେ ସବୁବେଲର୍ ମାପ୍ରୁର୍ ଉଜଲ୍ ବାଦଲ୍ ପାରା ଅଇ ଆସି ମାସ ମାଗମ୍ ତୁମ୍ ଚାରିବେଟ୍ତି ଡାବି ଦେଲା ଆରି ମାପ୍ରୁର୍ ଉଜଲ୍ ସମାଗମ୍ ତୁମ୍ଲଗେ ପୁରୁନ୍ ଅଇଲା। 35 ତାର୍ପଚେ ମସା ସମାଗମ୍ ତୁମ୍ ତେଇ ପୁରି ନାପାର୍ଲା, କାଇକେବଇଲେ ସବୁବେଲର୍ ମାପ୍ରୁର୍ ଉଜଲର୍ ବାଦଲ୍ ଆସି ଗର୍କେ ଡାବିଦେଲା ଆରି ମାପ୍ରୁର୍ ଉଜଲ୍ ସମାଗମ୍ ତୁମ୍ଲଗେ ପୁରୁନ୍ ଅଇଲା ।