15 ଆରି ଚାମର୍ ମୁନାର୍ ପାନି ସାରି ଗାଲାକେ, ଆଗାର୍ ଗଟେକ୍ ବୁଟା ତଲେ ତାର୍ ପିଲାକେ ଚାଡିଦେଲା । 16 ଆରି ଆଗାର ତାର୍ ଲଗେଅନି ଅଲପ୍ ଦୁରିକେ ଜାଇ ବସ୍ଲା, କାଇକେ ବଇଲେ ସେ କଇଲା, ପିଲାର୍ ମର୍ବା ମୁଁକେ ମୁଇ ନ ଦେକି । ଆରି ସେ ତାର୍ ତେନ୍କେ ବସି ଆକ୍ମାରି ଅଇ କାନ୍ଦ୍ଲା।