ନିସ୍ତାର୍ ପରବ୍
1 ମିସର୍ ଦେସେ ପର୍ତୁମ୍ର ସବୁବେଲର୍ ମାପ୍ରୁ ମସାକେ ଆରି ଆରଣକେ କଇଲା,
30 ତାର୍ପଚେ ପାର ରାଜା ଆରି ତାର୍ ଦାଙ୍ଗ୍ଡାମନ୍ ଆରି ମିସର୍ ଦେସର୍ ସର୍ତେଲକ୍ ମଜାରାତି ଉଟି ଦେକ୍ଲାଇ ଆରି ବେସି କାନ୍ଦାବୁବା ଅଇଲାଇ, ଗଟେକ୍ ଗରେ ମିସା ନ ମଲା ଲକ୍ ନ ରଇଲା, ସବୁର୍ ଗରେ ମରି ରଇଲାଇ ।