21 ଆରି ତୁଇ ଏ ଲକ୍ମନର୍ ବିତ୍ରେ ଅନି, ଏନ୍ତାର୍ ଲକ୍କେ ବାଚ୍ ଜେ କି କାମ୍କରି ପାର୍ସି, ଆରି ପର୍ମେସର୍କେ ଡର୍ବାଇ, ଆରି ମିଚ୍ମାୟା କାତାକେ ଗିନ୍ କର୍ବା ଲକ୍, ସେମନର୍ ଉପ୍ରେ ଅଜାର୍ ଅଜାର୍, ସଅ ସଅ, ପଚାସ୍ ପଚାସ୍ ଆରି ଦସ୍ଦସ୍ କରି ବାଚ୍ । 22 ସେମନ୍ ସବୁବେଲେ ଲକ୍ମନର୍ ଉପ୍ରେ ସାସନ୍ କରତ୍, ଆରି ଜଦି କାଇଟା ବଡ୍ ବିସଇ ଅଇରଇଲେ ତର୍ ଲଗେ ଆନ୍ବାଇ, ଆରି ସାନ୍ କାମ୍ ଅଇଲେ ସେମନ୍ ନିଜେ ବିଚାର୍ କର୍ବାଇ, ଏନ୍ତାର୍ କଲେ ତର୍ କାମ୍ ତକେ ଉସାସ୍ ଲାଗ୍ସି, ଆରି ସେମନ୍ ତରଲ୍ଗେ ମିସି କର୍ବାଇ ।
Publicidade
ଜାତ୍ରା ବଇ 18
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.