31 ଆରି ତମେ ସୁପ୍ ସାଗର୍ ତେଇ ଅନି ପଲେସ୍ଟିଅ ମନର୍ ଗାଡେ ଜାକ ଆରି ମରୁବାଲି ଅନି ପରାତ୍ ଗାଡ୍ ଜାକ ତମର୍ ସନ୍ଦି କର୍ବି, କାଇକେବଇଲେ ଦେସେ ବାସା ଅଇଲା ଲକ୍ମନ୍କେ ତମର୍ ଲଗେ ସର୍ପି ଦେବି, ତମେ ତମର୍ ମୁଆଟେ ସେମନ୍କେ କେଦ୍ସା । 32 ତମେ ସେମନର୍ ସଙ୍ଗ୍ କି ସେମନର୍ ଦେବ୍ତା ସଙ୍ଗ୍ କାଇ ନିଅମ୍ ନ କରାସ୍ ।
Publicidade
ଜାତ୍ରା ବଇ 23
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.