13 ତାର୍ପଚେ ମସା ପର୍ମେସର୍କେ କଇଲା, ଦେକା ମୁଇ ଜେଡ୍ବେଲେ ଇସ୍ରାଏଲ୍ ଦେସେ ଜାଇକରି ସେମନ୍କେ କଇବି, କି ତମର୍ ଆନି ଦାଦି ମନର୍ ପରମେସର୍ ମକେ ତମର୍ ଲଗେ ପାଟାଇ ଆଚେ; ଜଦି ସେମନ୍ ପାଚାର୍ବାଇ, ତାର୍ନାଉଁ କାଇନାଉଁ ବଲିକରି ପାଚାର୍ଲେ, ସେଡ୍କିବେଲେ ମୁଇ କାଇ ବଲିକରି ଉତର୍ଦେବି ? 14 ପର୍ମେସର୍ ମସାକେ କଇଲା, ମୁଇ ଜେ ଆଚି, ସେ ଆଚି, ଆରି ସେ କଇଲା, ତମେ ଇସ୍ରାଏଲ୍ ଲକ୍କେ କଇସା, ମୁଇ ନିଜେ, ମୁଇଁ ଆଚି, ମକେ ତମର୍ ଲଗେ ପାଟାଇ ଆଚେ ।
Publicidade
Publicidade