11 ତାର୍ପଚେ ମସା ସବୁବେଲର୍ ମାପ୍ରୁ ପର୍ମେସର୍କେ ଗୁଆରି କରି କଇଲା,ଏ ସବୁବେଲର୍ ମାପ୍ରୁ ତୁଇ ତର୍ ନିଜର୍ ଲକ୍ମନ୍କେ ତର୍ ବପୁ ଆରି ସଗତ୍ ସଙ୍ଗେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲୁସ୍, ସେମନ୍କେ କାଇକେ ରିସା ଅଇଲୁସ୍ନି ? 12 ସେ ପର୍ବତ୍ ଲଗର୍ ଜାଗା ଲଗେ ସେମନ୍କେ ମରାଇ କରି ପୁର୍ତିବି ତେଇ ଚୁର୍ଚୁରା କର୍ବାକେ, ନସ୍ଟ କର୍ବାକେ ଆନ୍ଲୁସ୍, ଏମ୍ତି କାତା ମିସରର୍ ଲକ୍ମନ୍ କାତାନି କାକେ କଇବାଇ? ତମେ ନିଜର୍ ରିସା ଅନି ବାଉଡି ଆସା, ଆରି ତୁଇ ରିସା ଉତ୍ରା ଆରି ନିଜର୍ ଲକ୍କେ ବିନସ୍ଟ କର୍ ନାଇ । 13 ତର୍ ଦାଙ୍ଗ୍ଡା ଅବ୍ରାଆମ୍, ଇସାକ୍ ଆରି ଇସ୍ରାଏଲର୍ ଲକ୍କେ ଏତାଅ, ତୁଇ ନିଜେ ସପତ୍ କରି କଇଆଚୁସ୍, ଆମେ ବାଦଲର୍ ତାରାପାରା ତମର୍ ବଁସ୍କେ ବଡାଇବି ଆରି କେତେଟା ଦେସର୍ ନାଅ କଇଆଚୁସ୍, ସେ ଦେସ୍ ତମ୍କେ ଦେବି, ସବୁଦିନ୍ ଜାକ ତମେ ବାସା ଅଇସା । 14 ସେଡ୍କିବେଲେ ସବୁବେଲର୍ ମାପ୍ରୁ ତାର୍ ଲକ୍ମନ୍କେ ରିସା ଅଇରଇଲା ଆରି ରିସା ଉତ୍ରାଇଦେଲା ।
Publicidade
ଜାତ୍ରା ବଇ 32
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.