ନିଅମର୍
10 ସବୁବେଲର୍ ମାପ୍ରୁ ମସାକେ କଇଲା, ସୁନ୍, ମୁଇ ଗଟେକ୍ ନିଅମ୍ କର୍, ପୁର୍ତିବିରେ କି କନ୍ ବଁସ୍ କୁଲେ କେବେ ମିସା ନ ଅଇରଏ, ସେନ୍ତାରି ସର୍ତେ ଲକର୍ ମୁଆଟେ କାବା ଅଇଜିବା କାମ୍ କର୍ବି, ତୁଇ ଜନ୍ ଲକର୍ ଲଗେ ଆଚୁସ୍, ସେ ଲକ୍ମନ୍ ଦେକ୍ବାଇ, କାଇକେବଇଲେ ତମର୍ ମୁଆଟେ ଜାଇଟା କର୍ବି, ସେଟା ବେସି ବପୁଟା।