ସମାଗମ୍ ତୁମ୍ ତିଆର୍ କର୍ବାଟା ଆରି ଅବିସେକ୍
1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, 2 ତମେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ସମାଗମ୍ ତୁମ୍ ତିଆର୍ କର୍ସା 3 ଆରି ତେଇ ସାକିପେଡି ସଙ୍ଗଇ ବସ୍ତର୍ ଅଚାଇ ସେ ପେଡିକେ ଡାବାଇସା ।