13 ତାର୍ପଚେ ମିସରର୍ ଲକ୍ମନ୍ ଇସ୍ରାଏଲର୍ ଲକ୍ମନ୍କେ ନ କରି ସେମନ୍କେ ଗତିଦାଙ୍ଗ୍ଡା କାମ୍ କରାଇଲାଇ। 14 ମାଟିକେ କାମାଇ କରି ଇଟା ଜିକାଇବାର୍ ଆରି ଗର୍ ତିଆର୍ କର୍ବାର୍ ଆରି ଚାସ୍ କାମ୍ କରାଇ କରି ସେ ମନର୍ ଜିବନ୍କେ କାନ୍ଦାଇ ଦେଇତେ ରଇଲାଇ। ଆରି ସେମନ୍କେ ଜନ୍ କାମ୍ କରାଇଲେ ମିସା; ଆଲୁଆଲାଦ୍ରେ କାମ୍ ନ କରାଇତେ ରଇଲାଇ।