9 ଆରି, ସବୁବେଲର୍ ମାପ୍ରୁର୍ ନିଅମ୍ ଜେନ୍ତାର୍ କି ତମର୍ ଟଣ୍ଡେ ରଇସି, ସେଟାର୍ ପାଇ ଏଟା ଚିନ୍ ପାରା ଅଇସି ଆରି ଆତେ ଆରି ଏତାଆ, ଆଁକି ମନର୍ ଲଗେ ରଇସା, ଜେନ୍ତାର୍ କି ସବୁବେଲର୍ ମାପ୍ରୁ ବପୁ ସଙ୍ଗ୍ ମିସର୍ ଦେସେ ଅନି ବାର୍ କରାଇ ଆନ୍ଲା ।
Publicidade
ଜାତ୍ରା ବଇ 13
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.