13 ତାର୍ପଚେ ମସା ଲକ୍ମନ୍କେ କଇଲା, ତମେ ଡରା ନାଇ, ମୁନ୍ଦା ଅଇ ରୁଆ, ସବୁବେଲର୍ ମାପ୍ରୁ ତମ୍କେ ଆଜି କେନ୍ତାର୍ ଉଦାର୍ କର୍ସି ଦେକ୍ସା, ତମେ ମିସରର୍ ଲକ୍କେ ଜେନ୍ତାରି ଆଜି ଦେକ୍ଲାସ୍ନି, ସେନ୍ତାରି କେବେ ମିସା ଦେକି ନାପାରାସ୍ । 14 ତମେ ମୁନ୍ଦା ଅଇ ରୁଆ, ପର୍ମେସର୍ ତମର୍ ପାଇ ଜୁଇଦ୍ କର୍ସି ।
Publicidade