21 ସେଡ୍କିବେଲେ ମସା ସମ୍ଦୁର୍ ଉପ୍ରେ ନିଜର୍ ଆତ୍ ଚିଇଲାକେ, ସବୁବେଲର୍ ମାପ୍ରୁର୍ ନାଅ ଦାରି ଡାଙ୍ଗ୍ ପାନି ତେଇ ଚିଆଇଲାକେ, ରାତି ସାରା ପୁରୁବ୍ ଦିଗେ ଅନି ପବନ୍ ଆସି ପାନିକେ ଦୁଇ ବାଗ୍ କରି ସୁକାଇ ଦେଲା । 22 ତାର୍ପଚେ ଇସ୍ରାଏଲର୍ ଲକ୍ ସମ୍ଦୁର୍ ଦୁଇ ବାଗ୍ ଅଇଲା ସୁକ୍ଲା ମାଟି ତେଇ ଇଣ୍ଡ୍ଲାଇ ଆରି ତାକର୍ ଉଜାବାଟେ ଆରି ଡେବ୍ରି ବାଟେ କୁଡ୍ ପାରା ପାନି ଟେକି ଅଇ ରଇଲା।
Publicidade