2 ସେଡ୍କିବେଲେ ଇସ୍ରାଏଲର୍ ସବୁ ଲକ୍ମନ୍ ମରୁବାଲି ଅନି ମସାର୍ ଆରି ଆରଣର୍ ବିରୁଦେ ଉଟ୍ଲାଇ । 3 ଆରି ଇସ୍ରାଇଲର୍ ଲକ୍ମନ୍ ସେମନ୍କେ କଇଲାଇ, ମିସର୍ ଦେସେ ପର୍ମେସର୍ ଆମ୍କେ ମାରିଦେଲେ ବଲ୍ଅଇତା, ଆମ୍କେ କାଇବାକେ ଦେ ଆମେ ବୁକେ ଆଚୁ, ଆମେ କାଇବାକେ କାଇଟା ନାଇ, ମିସର୍ ଦେସେ ରଇଲାବେଲେ ଜାଇଟା ମନ୍କଲେ ସେଟା କାଇତେ ରଇଲୁ ମାଚ୍ ମାଉଁସ୍, ମାତର୍ ଆମ୍କେ ସବୁକେ ଏ ମରୁବୁଏଁ ବୁକେ ମରାଇ ମାର୍ବାକେ ଆନ୍ଲା ଆଚେ ।
Publicidade
ଜାତ୍ରା ବଇ 16
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.