10 ସେଟାର୍ପାଇଁ ଏବେ ଆସା, ମୁଇ ତକେ ପାର ରାଜାର୍ ଲଗେ ପାଟାଇବି, ତମେ ମିସର୍ଦେସେ ରଇବା ଆମର୍ ଲକ୍ ମନ୍କେ ଇସ୍ରାଏଲର୍ ଲକ୍ମନ୍କେ ଡାକି ଆନ୍ସୁ। 11 ତାର୍ପଚେ ମସା ପର୍ମେସର୍କେ କଇଲା, "ମୁଇ କେ ଜେ" ପାର ରାଜାର୍ ଲଗେ ଜିବି ଆରି ମିସର୍ ଦେସେ ଅନି ଇସ୍ରାଏଲ୍ ଦେସେ ରଇବା ଲକ୍ମନ୍କେ ବାର୍କରାଇ ଆନ୍ବି ? 12 ସେଟାର୍ପାଇଁ ସବୁବେଲର୍ ମାପ୍ରୁ କଇଲା, ମୁଇ ତର୍ ସଙ୍ଗ୍ ସଙ୍ଗ୍ ରଇବି, ତକେ ମୁଇ ପାଟାଇଲିନି, ସିତି ତୁଇ ଗଟେକ୍ ଚିନ୍ ଜାନ୍ସୁ, ତମେ ମିସର୍ ଦେସେଅନି ସବୁଲକ୍କେ ଡାକିଆନ୍ଲା ପଚେ ତମେମନ୍ ଏ ପରବତ୍ ଲଗେ ମକେ ସେବା କର୍ସା ।
Publicidade
ଜାତ୍ରା ବଇ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.