7 ସେଡ୍କିବେଲେ ସବୁବେଲର୍ ମାପ୍ରୁ କଇଲା, ଆମେ ମିସର୍ ଦେସେ ରଇବା ଲକ୍ମନର୍କେ ବଲ୍ବାବ୍ରେ ଜାନିଆଚୁ, ଆରି କାମ୍ କରାଉମନ୍ କସ୍ଟ ଦେଲେ ସରି ସେମନ୍ କାନ୍ଦ୍ବାଟା ସୁନ୍ଲୁଆଚୁ; ଆରି ସେମନର୍ ଦୁକ୍ କସ୍ଟକେ ମିସା ଜାନି ଆଚୁ। 8 ସେଟାର୍ପାଇଁ ମିସର୍ ଦେସେ ଅନି ଉଦାର୍ କର୍ବାକେ, ସେ ଦେସେଅନି, ନିକ ଆରି ପିରିସିଅ ଦେସ୍କେ, କଇବାକେ ଗାଲେ କିଣାନ୍, ଇତିଅ, ଇମରିଅ, ପରିସିଅ, ଇଦିଅ ଆରି ଜିବୁସିଅମନ୍ ଜନ୍ଜାଗାଇ ରଇବାଇ, ଜନ୍ ଦେସେକି ମୁଁରସ୍ ଆରି ଉର୍ବର୍ ଜମି ରଇସି ସେ ଦେସେ ନେବାକେ ଆମେ ଉତ୍ରି ଆଇଲୁ ଆଚୁ ।
Publicidade
ଜାତ୍ରା ବଇ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.