ବସ୍ଚଲେଲ୍ ଆରି ଅଲିଆବର୍ ଦାଇତ୍
1 ସବୁବେଲର୍ ମାପ୍ରୁ ମସାକେ ଏ କାତା କଇଲା, 2 ଦେକା ଜିଉଦା ବଁସର୍ ଉରର୍ ନାତି ଉରିର୍ ପିଲା ବସ୍ଚଲେଲ୍କେ ନାଅ ଦାରି ଡାକ୍ଲୁଆଚୁ, 3 ଆରି କାରିଗର୍ କାମ୍ ଜନ୍ଟା କି,ସୁନା, ରୁପା ଆରି ପିତଲ୍ଟା ବନାଇସି, ଆରି ଗଚ୍କେ ପୁତ୍ଲା ବନାଇବାଟା ଆରି କଚ୍ନା ମଣି କାଟ୍ବାଟା , 4 ସର୍ତେ ରକାମର୍ ପାକ୍ନା କାମ୍ କର୍ବାକେ 5 ସେ ସର୍ତେ ରକାମର୍ ବୁଦି, ଗିଆନ୍ ଆରି ବେଦି ରଇବା ବେସି ମୁଲିଅର୍ ପାକ୍ନା ଆରି ପର୍ମେସରର୍ ଆତ୍ମା ସଙ୍ଗେ ଆସିର୍ବାଦ୍ କଲିନି ।