9 ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ସେ ଲକ୍ମନ୍କେ ଦେକ୍ଲିନି; ଦେକ୍, ସେମନ୍ ବେସି ଅମାନିଆ ଲକ୍ । 10 ସେଟାର୍ପାଇଁ ତୁଇ ମର୍ତେଇ ଅନି ଗୁଚି ଜା, ମର୍ ରିସା ସେମନ୍କେ ଦେକାଇବି, ଆରି ମରାଇବି, ମୁଇ ତକେ ବଡ୍ କୁଟୁମ୍ କର୍ବି ।
Publicidade
ଜାତ୍ରା ବଇ 32
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.