11 ତାର୍ପଚେ ପାରରାଜାର୍ ନିଜର୍ ପଣ୍ଡିତ୍ମନ୍କେ ଆରି ଗୁନିଆଁମନ୍କେ ଡାକିକରି କଇଲା, ତେଇ ମିସର୍ ଦେସର୍ ମତର୍ ପଡୁମନ୍ ମିସା ସେମନର୍ ମାଆଁରେ ସେରକାମ୍ କଲାଇ । 12 ଆରି, ସେମନ୍ ସବୁଲକ୍ ନିଜର୍ ନିଜର୍ ଡାଙ୍ଗମନ୍ ତଲେ ପିଙ୍ଗିଦେଲାକେ, ସେ ସବୁଜାକ ଡାଙ୍ଗ୍ ସାପ୍ ପାସଲ୍ଲାଇ, ମାତର୍ ଆରଣର୍ ସାଁପ୍ ସେମନର୍ ସବୁଜାକ ସାଁପ୍କେ ଗିଲିଦେଲା ।
Publicidade
ଜାତ୍ରା ବଇ 7
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.