22 ଆରି ଜଦି ମୁନୁସ୍ ପିଲା ଲାଗା ଲାଗି ଅଇଲାବେଲେ ଗାଗ୍ଡେ ରଇଲା ମାଇଜିକେ ମାରିଦେଲେ, ଆରି ତାକେ କାଇଟା ନ ଅଇ, ଆରି ପଚେ କାଇ ନ ଅଇ ଜେବେ ସେ ସୁତକ୍ ଅଇସି, ତେବେ ତାର୍ ମୁନୁସ୍ ଜାଇଟା ଦାବି କଲେ, ସେଟା ତାର୍ ଡଣ୍ଡ୍ ଇସାବେ ଦେବାକେ ପଡ୍ସି । 23 ଜଦି ସେ କାଇଆଲେ ଅସୁବିଦା ଅଇଲେ, ଜିବନ୍ ବାଦୁଲେ ଜିବନ୍,
Publicidade
Publicidade