32 ମୁଇ ଗୁଆରି କଲିନି ତୁଇ ସେମନର୍ ପାପ୍ କେମା କର୍, ଆରି ଜଦି ସେମନର୍ ପାପ୍ କେମା ନ କଲେ, ତର୍ ପୁସ୍ତକ୍ ଲଗେ ଲେକ୍ଲା ମର୍ ନାଅ କାଟିଦେସ୍
33 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଜନ୍ ଲକ୍ ମର୍ ବିରୁଦେ ପାପ୍ କରି ଆଚତ୍, ମୁଇ ମର୍ ପୁସ୍ତକ୍ ଲଗେ ଅନି ସେମନର୍ ନାଅ କାଟିଦେବି ।