12 ଆଜି ରାତି ମୁଁୟ୍ ମିସର୍ ଦେସ୍ ଅୟ୍କଃରି ଜାୟ୍ନ୍ଦ୍ ଆର୍ ମିସର୍ ଦେସାର୍ ନଃର୍ ଆର୍ ହସୁର୍ ହଃର୍ତୁ ଜଃଲମ୍ ଅୟ୍ଲା ସଃବ୍କେ ମାରିନ୍ଦ୍; ଆରେକ୍ ମିସର୍ ଦେସାର୍ ସଃବୁ ଦେଉତାମଃନାର୍ ବିଚାର୍ କଃରି ଦଃଣ୍ତ୍ ଦଃୟ୍ନ୍ଦ୍; ମୁୟ୍ ସେମଃନ୍କେ ଦଃକାୟ୍ ଦଃୟ୍ନ୍ଦ୍ ଜେ, ମୁଁୟ୍ ଅଃଉଁଲେ ଜିଅବା। 13 ସେତାକ୍ ତୁମିମଃନ୍ ଜୁୟି ଜୁୟି ଗଃରେ ରିଆସ୍; ସେ ସେ ଗଃରେ ସେ ବଃନି ଚିନା ହର୍ ରଃୟ୍ଦ୍; ଆର୍ ମୁୟ୍ ମିସର୍ ଦେସ୍କେ ଦଃଣ୍ତ୍ ଦେତାବଃଳ୍ ସେ ବଃନି ଦଃକ୍ଲେକ୍ ତୁମିମଃନ୍କେ ଚାଡି ଆଗେ ଜାୟ୍ନ୍ଦ୍, ଆରେକ୍ ଜଃଡେବଃଳ୍ ମୁୟ୍ ମିସର୍ ଦେସାର୍ ଲକ୍ମଃନ୍କେ ମାରିନ୍ଦ୍ ତୁମାର୍ ଉହ୍ରେ ନଃଗେଟେ।