8 ବିସାଉଁଣି ବାର୍କେ ପବିତ୍ର ବାବେ ମାନୁକେ ମଃନେରଃକା। 9 ଚଅ ଦିନ୍ ବିତ୍ରେ ତୁମାର୍ ସଃବୁ କାମ୍ କଃରା। 10 ମଃତର୍ ସାତ୍ ଦିନ୍ ମାପୁର୍ ତୁମାର୍ ଇସ୍ୱରାର୍ ବିସାଉଁଣି ଦିନ୍ ଅୟ୍ଦ୍; ସେଦିନ୍ ତୁମି, କି ତୁମାର୍ ହୟ୍ଦି, କି ତୁମାର୍ ଜିଦି, ତୁମାର୍ ଗତି ଦଃଙ୍ଗ୍ଳା କି ଗତି ଦଃଙ୍ଗ୍ଳି, ତୁମାର୍ ହସୁ, କି ହଃର୍ଦେସି ଜେ କି ତୁମାର୍ ଦୁଆର୍ ବିତ୍ରେ ଆଚେ, କେହେଁ କାୟିହେଁ କାମ୍ କଃରନାୟ୍।