22 ଆର୍ ମୁଁୟ୍ ସେଟାଣେ ତର୍ ସଃଙ୍ଗ୍ ମିସିନ୍ଦ୍ ଆର୍ ହାହ୍ ଡାହ୍ତା ଡାହ୍ଣା ଉହ୍ରେ ହୁଣି ବଃଲେକ୍ ନିୟମ୍ ହେଳିର୍ ଉହ୍ରାର୍ ଜୁଳେକ୍ କିରୁବ୍ ବିତ୍ରେ ହୁଣି ତର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ରାଏଲ୍-ଲକ୍ମଃନାର୍ ବିସୟାର୍ ମର୍ ସଃବୁ ଆଦେସ୍ ତକ୍ ଜାଣାୟ୍ନ୍ଦ୍।
Publicidade
Publicidade